Back to Top

Kumuda Chandra Ray - Banshi tora alapa re Lyrics



Kumuda Chandra Ray - Banshi tora alapa re Lyrics




ରେ ବଂଶୀ ତୋର ଆଳାପରେ
ପାଗଳିନି ହେଲେ ରାଧା
ଝୁରି ଝୁରି ରାଧା ଶ୍ୟାମ ବିରହରେ
ଝରାଉଛି ଲୁହ ବସି ଗୋପନରେ
ତୁ ସାଜିଛୁ କାଳେ ତା ବାଧା
ରେ ବଂଶୀ ତୋର ଆଳାପରେ
ପାଗଳିନି ହେଲେ ରାଧା .........(୦)

କହ୍ନେଇର ରଙ୍ଗ ଅଧରକୁ ଛୁଇଁ
ହେଉ ତୁ ଏତେ ଫୁଲେଇ
କେବେ ବିରହର ରାଗିଣୀ ତୋଳି ତୁ
ରାଧା କୁ ଦେଉ କନ୍ଦେଇ
ପାରୁନି ଭରସି ତୋତେ ଆରେ ବଂଶୀ
ଚୋରାଇ ନେଲୁଣି ତାର ସବୁ ଖୁସି
ଶ୍ୟାମ ପ୍ରୀତିକୁ କରନା ଅଧା
ରେ ବଂଶୀ ତୋର ଆଳାପରେ
ପାଗଳିନି ହେଲେ ରାଧା .........(୧ )

ପାଦର ନୁପୁର ନାଚେ ଛନ୍ଦେ ଛନ୍ଦେ
ଅଧିର କାହ୍ନୁ ପାଇଁ
ଲୁଚି ଲୁଚି ରାଧା ପାଦ ବଢ଼ାଉଛି
ଯମୁନା ଯିବା ପାଇଁ
ହେଲେ ରାଧା ପାଇଁ ଅନେକ ଆକଟ
ମନା ଆଜି ତାକୁ ଯମୁନାର ଘାଟ
କାହ୍ନୁ ବିନା କି ବଞ୍ଚିବ ରାଧା
ରେ ବଂଶୀ ତୋର ଆଳାପରେ
ପାଗଳିନି ହେଲେ ରାଧା .........(୨ )
[ Correct these Lyrics ]

[ Correct these Lyrics ]

We currently do not have these lyrics. If you would like to submit them, please use the form below.


We currently do not have these lyrics. If you would like to submit them, please use the form below.


English

ରେ ବଂଶୀ ତୋର ଆଳାପରେ
ପାଗଳିନି ହେଲେ ରାଧା
ଝୁରି ଝୁରି ରାଧା ଶ୍ୟାମ ବିରହରେ
ଝରାଉଛି ଲୁହ ବସି ଗୋପନରେ
ତୁ ସାଜିଛୁ କାଳେ ତା ବାଧା
ରେ ବଂଶୀ ତୋର ଆଳାପରେ
ପାଗଳିନି ହେଲେ ରାଧା .........(୦)

କହ୍ନେଇର ରଙ୍ଗ ଅଧରକୁ ଛୁଇଁ
ହେଉ ତୁ ଏତେ ଫୁଲେଇ
କେବେ ବିରହର ରାଗିଣୀ ତୋଳି ତୁ
ରାଧା କୁ ଦେଉ କନ୍ଦେଇ
ପାରୁନି ଭରସି ତୋତେ ଆରେ ବଂଶୀ
ଚୋରାଇ ନେଲୁଣି ତାର ସବୁ ଖୁସି
ଶ୍ୟାମ ପ୍ରୀତିକୁ କରନା ଅଧା
ରେ ବଂଶୀ ତୋର ଆଳାପରେ
ପାଗଳିନି ହେଲେ ରାଧା .........(୧ )

ପାଦର ନୁପୁର ନାଚେ ଛନ୍ଦେ ଛନ୍ଦେ
ଅଧିର କାହ୍ନୁ ପାଇଁ
ଲୁଚି ଲୁଚି ରାଧା ପାଦ ବଢ଼ାଉଛି
ଯମୁନା ଯିବା ପାଇଁ
ହେଲେ ରାଧା ପାଇଁ ଅନେକ ଆକଟ
ମନା ଆଜି ତାକୁ ଯମୁନାର ଘାଟ
କାହ୍ନୁ ବିନା କି ବଞ୍ଚିବ ରାଧା
ରେ ବଂଶୀ ତୋର ଆଳାପରେ
ପାଗଳିନି ହେଲେ ରାଧା .........(୨ )
[ Correct these Lyrics ]
Writer: Kumuda Ray
Copyright: Lyrics © O/B/O DistroKid




Kumuda Chandra Ray - Banshi tora alapa re Video
(Show video at the top of the page)


Performed By: Kumuda Chandra Ray
Language: English
Length: 5:15
Written by: Kumuda Ray
[Correct Info]
Tags:
No tags yet